ଓଡ଼ିଶା ତାଜା ଖବର ମୁଖ୍ୟ ଖବର ଯାଜପୁରରେ ଝାଡାବାନ୍ତି ଆତଙ୍କ, ଦୁଇ ଦିନରେ ୫ଶହରୁ ଅଧିକ ଆକ୍ରାନ୍ତ June 11, 2025 ଯାଜପୁର: ଯାଜପୁରରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ଗଲାଣି ଦୁଇ ଜଣଙ୍କ ଜୀବନ । ୫ ବ୍ଲକର ୫୦୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।...