ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଚୋରାମଦ ବୋଝେଇ କାରକୁ ଧରିଲା ଅବକାରୀ ବିଭାଗ : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଉଦ୍ଧାର September 13, 2025 ନନ୍ଦିଘୋଷ ବ୍ୟୁରୋ : ଚୋରା ମଦ ବୋଝେଇ କାରକୁ ଗୋଡାଇ ଧରିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀଙ୍କୁ ଚକମା ଦେଇ କାରରେ କଟକ ଜିଲ୍ଲା...