ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ରାଜ୍ୟରେ ଉତ୍କଟ ସାର ସମସ୍ୟା: ୧୫ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି September 12, 2025 ରାଜ୍ୟରେ ଉତ୍କଟ ସାର ସମସ୍ୟା । ଚାଷୀଙ୍କୁ ମିଳୁନି ସାର । କଳାବଜାରୀ ହେଉଛି । ୧୫ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି ।...