କରୋନା ଜାତୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଗଳାମୀ: ମହିଳାଙ୍କୁ ୫ ମିନିଟରେ ଦେଇଦେଲେ କୋଭିସିଲ୍ଡ, କୋଭାକ୍ସିନ June 19, 2021 ପାଟନା: କୋଭିସିଲ୍ଡ ନେବାର ୫ ମିନଟ ପରେ ଜଣେ ମହିଳାଙ୍କୁ ଦିଆଗଲା କୋଭାକ୍ସିନ ଟିକା । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରରେ । ପଦାରେ ପଡିଛି...