ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଏକାଧିକ ଲକ୍ଷ୍ମୀ ବସଷ୍ଟାଣ୍ଡ September 20, 2025 ଅଧପନ୍ତରିଆ ଲକ୍ଷ୍ମୀ ବସଷ୍ଟାଣ୍ଡ । କେଉଁଠି ଚାରିପଟେ ଗଛ ଉଠି ଜଙ୍ଗଲ ହୋଇଗଲାଣି ତ କେଉଁଠି ଅଧାଗଢ଼ା ହୋଇ ପଡିଛି । ଏ ହେଉଛି ନବରଙ୍ଗପୁର ଜିଲ୍ଲାର...