ଅପରାଧ ଓଡ଼ିଶା ମୁଖ୍ୟ ଖବର ଏକତରଫା ପ୍ରେମରୁ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ April 13, 2023 କଟକ: ଏକ ତରଫା ପ୍ରେମରୁ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ କଲା ବିଫଳ ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା...