1 min read ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ପୁରୀ ରେଳଷ୍ଟେସନରେ ଆଣ୍ଟି ଟେରର୍ ମକଡ୍ରିଲ୍ June 13, 2025 ପୁରୀ : ରଥଯାତ୍ରା ପାଇଁ ଷ୍ଟେସନରେ ଖଚାଖଚ ଭିଡ଼ । ହଠାତ୍ ୩ ଆତଙ୍କବାଦୀ ହାଇଜାକ କଲେ ଟ୍ରେନ୍ । ଯାତ୍ରୀଙ୍କୁ କବଜାରେ ରଖିଛନ୍ତି ଆତଙ୍କୀ ।...