Nursing students

କଟକ: ଏସସିବି ନର୍ସିଂ କଲେଜ ହଷ୍ଟେଲ ଖାଲି କରିବା ନିର୍ଦେଶକୁ ବିରୋଧ ଓ କଲେଜ ଅଧ୍ୟକ୍ଷଙ୍କ ବଦଳି ଦାବି କରି ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଛନ୍ତି।...