ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଆଜି ପୁଣି ହେବ ରଥଟଣା ସକାଳ ସାଢେ ୯ ଟାରୁ ପୁଣି ଗଡିବ ରଥ June 28, 2025 ପୁରୀ : ଆଜି ସକାଳ ସାଢେ ୯ ଟାରୁ ପୁଣି ଚାଲିବ ରଥଟଣା। ଗତକାଲି ସଂଧ୍ୟା ୭ଟା ୪୧ରେ ରଥଟଣା ବନ୍ଦ ହୋଇଥିଲା। ବଳଗଣ୍ଡି ଛକରେ ଅଟକିଥିଲା...