Security

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିରୋଜପୁର ରୁଟ୍‌ଲିକ୍‌ହୋଇଥିବା ନେଇ ହେଉଛି ଚର୍ଚ୍ଚା । ଚର୍ଚ୍ଚା ହେଉଛିଯେ ପ୍ରଧାନମନ୍ତ୍ରୀଙ୍କ ରୁଟ୍‌ବିଷୟରେ ପୂର୍ବରୁ ହିଁ ଜାଣି ସାରିଥିଲେ ବିକ୍ଷୋଭକାରୀ ।...

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ସୁରକ୍ଷା ବ୍ୟାବସ୍ଥାରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ...

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରୁ ଦୁଇ ଯୁବକ ଓ ଯୁବତୀ ଗିରଫ ହୋଇଛନ୍ତି । ଏହି ଦୁଇ ଜଣ ରାତି ସମୟରେ କାର୍ ନେଇ ରାଷ୍ଟ୍ରପତି ଭବନରେ ପଶିଥିଲେ...

ନୂଆଦିଲ୍ଲୀ: ୨୮ ବର୍ଷ ପୁରୁଣା ବାବ୍ରି ମସଜିଦ ବିଧଂସ୍ୱ ମାମଲାର ଶୁଣାଣି କରିଥିବା ବିଚାରପତି ଏସକେ ଯାଦବଙ୍କ ସୁରକ୍ଷା ବୃଦ୍ଧି କରାଯିବ ନାହିଁ ବୋଲି ସୁପ୍ରିମ କୋର୍ଟର...

ହାଥରସ: ହାଥରସ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ସତ୍ୟପାଠ ମାଧ୍ୟମରେ ସମସ୍ତ ତଥ୍ୟ ଦାଖଲ କରିବାକୁ...

1 min read

ଭୁବନେଶ୍ୱର: ଶ୍ରୀମନ୍ଦିର ନିରାପତ୍ତା ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ...