urmi hotel

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା । ରସୁଲଗଡ଼ରେ ଉର୍ମି ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୨ଟି ବୋମା ଫିଙ୍ଗିଥିବା ଜଣାପଡିଛି ।...