Vivek

ଚେନ୍ନାଇ: ତାମିଲ ହାସ୍ୟ ଅଭିନେତା ବିବେକଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ । ମୃତ୍ୟବେଳକୁ ତାଙ୍କ ୫୯ ବର୍ଷ ବୟସ ହୋଇଛି...