ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ବାବନା, ୧୦ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଘୂର୍ଣ୍ଣିବଳୟର ପ୍ରଭାବ । ୯ ଯାଏଁ ଭିଜିବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ । ବର୍ଷା ବେଳେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ତେବେ ୧୦ରୁ ପାଗରେ ପରିବର୍ତ୍ତନ ଆସିବ, ବଢ଼ିବ ତାପମାତ୍ରା । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଷା ହେବା ସହ ପାଗ କୋହଲା ରହିଛି । ସେହିପରି … Continue reading ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ବାବନା, ୧୦ରୁ ବଢ଼ିବ ତାପମାତ୍ରା