ଆପୋଲ ହସ୍ପିଟାଲରେ ଥିଲେ ମେଦିନାପୁରର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗର ସଂକ୍ରମିତ ବ୍ୟକ୍ତିଙ୍କ ଯାତ୍ରା ବିବରଣୀକୁ ସରକାର ପ୍ରକାଶ କରିଛନ୍ତି । ମେଦିନାପୁର ଅଞ୍ଚଳର ୭୦ବର୍ଷୀୟ ବ୍ୟକ୍ତି ଗତ ୭ତାରିଖ ଦିନ ପଶ୍ଚିମ ମେଦିନାପୁରରୁ ଆସି ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ସେ ବାଲେଶ୍ୱର ବାଇପାସ୍ ନିକଟରେ ଏକ ଚା ଦୋକାନାରେ ଓହ୍ଲାଇଥିଲେ । ତେବେ ୭ ତାରିଖ ରାତିରେ ଆପୋଲୋରେ ଭର୍ତ୍ତି ହେବା ପରେ ୮ ତାରିଖ ସକାଳୁ ଆଇସୋଲେସନ୍‌ … Continue reading ଆପୋଲ ହସ୍ପିଟାଲରେ ଥିଲେ ମେଦିନାପୁରର କରୋନା ଆକ୍ରାନ୍ତ