ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଚଢ଼ାଉ, ୮ଟି ସ୍ଥାନରେ ଖାନତଲାସି  

1 min read

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍ଆଇ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନୟ ସୁବୁଦ୍ଧିଙ୍କର ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ହୋଇଛି। ନୟାଗଡ଼ ଏମ୍ଆଇ କାର୍ଯ୍ୟାଳୟ, ସରକାରୀ କ୍ୱାଟର, ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀ ଘର, ଦାମୋଦର ପାଟଣାରେ ଥିବା ଫ୍ଲାଟ୍‌, ଜାଗମରା ଫ୍ଲାଟ୍‌, ପୁରୀ ହରଚଣ୍ଡୀ ସାହି ଘର, ବ୍ରହ୍ମପୁରରେ ପୈତୃକ ଘରେ ରେଡ୍‌ ଚାଲିଛି । ଭୁବନେଶ୍ୱର ଓ ବ୍ରହ୍ମପୁର ଭିଜିଲାନ୍‌ସ ପକ୍ଷରୁ ଏସବୁ ସ୍ଥାନରେ ଚଢାଉ କରାଯାଇଛି । କାଗଜପତ୍ର ଜବତ କରିବା ସହ ତାଙ୍କ ସଂପତ୍ତି ନେଇ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି । ')}

Leave a Reply