ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା

ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ଘୂର୍ଣ୍ଣିବଳୟ ନେଲାଣି ଲଘୁଚାପର ରୂପ । ଆସନ୍ତା ୧୮ ତାରିଖ ବେଳକୁ ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରଭାବ ପଡ଼ିବ । ଏହି ବାତ୍ୟା ଫନି ଭଳି ନହେଲେ ବି ବୁଲ୍‌ବୁଲ୍‌ ଭଳି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ କହିଛି । ଏଥିସହ ୧୨୦ କିଲୋମିଟର ବେଗରେ ପବନ ବହିବ ।   ଏପରି ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳରେ କେତେ ପ୍ରଭାବ … Continue reading ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା