MURDER

ବାଙ୍କୀ: ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର। କଟକ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଥିବା ନୂଆ ସାହି କ୍ଳବ ଘର ଭିତରୁ ଯୁବକଙ୍କର ମୃତଦେହ...

1 min read

ଆସିକା: ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ପଢାଳ ହରିଜନ ସାହିରେ  ଅଭାବନୀୟ ଘଟଣା l ଦୁଇ ପରିବାରର ଝଗଡ଼ା ମେଣ୍ଟାଇବାକୁ ଯାଇ ଜୀବନ ହାରିଲେ ଯୁବକ...

କାକଟପୁର: ଘରେ ପଶି ଶାଶୁ ଓ ଶଳାକୁ ଛୁରାମାଡ଼ କଲା ଜ୍ବାଇଁ। ପୁରୀ ଜିଲ୍ଲା କାକଟପୁର ଥାନା ମେଡିକାଲ ଛକ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘରର...

1 min read

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ଯ। ସ୍ତ୍ରୀକୁ ମାରି ଶବ ସହ ତିନି ଦିନ ବିତାଇଥିଲା ସ୍ବାମୀ। ମୈତ୍ରୀବିହାର ଥାନା ତାରିଣୀନଗର ଅଞ୍ଚଳରେ ଘଟିଛି ଏଭଳି ନିର୍ମମ ହତ୍ଯାକାଣ୍ଡ।...

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନୟାପଲ୍ଲୀ ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣଙ୍କ ହେଲେ...

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ମ୍ଯୁନିସପାଲଟି ଅନ୍ତର୍ଗତ ଅଲଭା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ  । ଝିଅକୁ ଯୌତୁକ ପାଇଁ ମାରିଦିଆ ଯାଇଛି ବୋଲି ଅଭିଯୋଗ ଆଣିଲ ବାପଘର ଲୋକେ ...

ବ୍ୟୁରୋ ରିପୋର୍ଟ:  ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। କିଛିଦିନ ମଧ୍ୟରେ ଏହା ହେଇଛି ଚର୍ଥୁତ ଘଟଣା। ମୃତ ଛାତ୍ର ହେଲେ ଶ୍ରେୟାସ ରେଡ୍ଡୀ...

ହଜିଗଲା ମାଆର ମମତା । ସନ୍ତାନ ଜନ୍ମ ଦେଇ କେନାଲକୁ ଫିଙ୍ଗିଦେଲା ମାଆ । ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଏଭଳି ଅମାନୁଷିକ ଘଟଣା ଘଟିଛି...