spot_img

Latest Posts

ନାବାଳିକା କ୍ରୀଡାଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା: ପୀଡ଼ିତାଙ୍କ ପରିବାରକୁ ଭେଟିଲେ ବିଜେଡିର ମହିଳା ଟିମ୍

ଯାଜପୁର: ଯାଜପୁରରେ ନାବାଳିକା କ୍ରୀଡାଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା। ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଯାଜପୁର ବିଜେଡିର ମହିଳା ପ୍ରତିନିଧି ଦଳ। ପୀଡ଼ିତାଙ୍କ ମାଆଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କଲେ ଦଳୀୟ କର୍ମକର୍ତ୍ତା । ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି  । ଯାଜପୁର ସମେତ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏଥିଲାଗି ସିଧାସଳଖ ସରକାରଙ୍କୁ ଦାୟୀ କରିଛି ଟିମ । ଟିମରେ ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଯାଜପୁର ପୌରଧକ୍ଷା ରଞ୍ଜୁଲତା ହୋତା, ମହିଳା ସଙ୍ଗଠନର ଜିଲ୍ଲା ସଭାନେତ୍ରୀ ସବିତା ରାଉତ, ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ, ଜିଲ୍ଲା ସଭାପତି ସରୋଜ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

Latest Posts

Don't Miss