ନୂଆଦିଲ୍ଲୀ : ଦିଲ୍ଲୀ ବାୟୁ ପ୍ରଦୂଷଣସ୍ଥିତି ଗମ୍ଭୀର ହୋଇଛି। ଦୃଶ୍ୟମାନ ଦୂରତା ହ୍ରାସ ପାଇଛି। ଫଳରେ ନୂଆବର୍ଷ ପଡ଼ିଛି ଫିକା। ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ପ୍ରାୟ ୪୦୦ ରହିଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋିଚି। ଟ୍ରେନ ଚଳାଚଳ ବି ପ୍ରଭାବିତ ହୋଇଛି। ବିମାନ ଚଳାଚଳ ବାଧାପ୍ରାପ୍ତ ଆଶଙ୍କାରେ ଟ୍ରାଭେଲ ଆଡଭାଇଜରୀ ଜାରି କଲା ଇଣ୍ଡିଗୋ।
ପ୍ରବଳ କୁହୁଡି ଯୋଗୁ ବିଶ୍ବପ୍ରସିଦ୍ଧ ତାଜମହଲ ଅଦୃଶ୍ୟ ହୋଇଛି। ଗତକାଲି ରାତିରୁ ଦିଲ୍ଲୀରେ ଘନକୁହୁଡ଼ି ପରିଲକ୍ଷିତ ହୋଇଥିଲା। ଗତ କିଛି ଦିନ ଧରି ଏହି ଅବସ୍ଥା ଜାରି ରହିବା ଯୋଗୁ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଆସିଛି।

