LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7806
ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣଙ୍କ ମୃତ୍ୟୁ
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 12, 2019
0
ବିନ୍ଦୁସାଗରରେ ନିଆରା ବୋଇତ, ସଚେତନ ହେଲେ ନାଗରିକ
ଓଡ଼ିଶା
Nandighosha Tv
-
November 12, 2019
0
କେନ୍ଦୁଝର: ଏମ୍ଭିଆଇ ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣାସ୍ଥଳରେ ଆରଟିଓ ଅଫିସ ଡ୍ରାଇଭର ବିଜୟ କୁମାର ମହାନ୍ତିଙ୍କ ମୃତ୍ୟୁ । ଚେକିଂ ବେଳେ ଟ୍ରକ୍କୁ ଅଟକାଇଥିଲେ ଆରଟିଓ କର୍ମଚାରୀ, ଟ୍ରକ୍ ଡ୍ରାଇଭର ଗାଡ଼ି ନଅଟକାଇ କର୍ମଚାରୀଙ୍କ ଉପରେ ଚଢ଼ାଇ ଚାଲିଯାଇଥିବା ସୂଚନା ।
ତାଜା ଖବର
Nandighosha Tv
-
November 12, 2019
0
ପିପିଲି: ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡ଼ା ପଞ୍ଚାୟତର ମାଛପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ, ୨୧ ବଖରା ଘର ପୋଡ଼ି ଭସ୍ମୀଭୂତ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ ।
ତାଜା ଖବର
Nandighosha Tv
-
November 12, 2019
0
ଯାଜପୁର: ପାଣିକୋଇଲି ପଥରପଦା ନିକଟରେ ମର୍ମତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ । ଆଳୁ ବୋଝେଇ ଟ୍ରକ ସହ ବାଇକ୍ ଧକ୍କା ଫଳରେ ଦୁର୍ଘଟଣା ।
ତାଜା ଖବର
Nandighosha Tv
-
November 12, 2019
0
ରାଉରକେଲା: ଜନ ସେବା କେନ୍ଦ୍ରରୁ ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅନ୍ତର୍ଗତ ଝାରବେଡ଼ା ଜନ ସେବା କେନ୍ଦ୍ରରୁ ଲୁଟ । ନଗଦ ୨୫ ହଜାର ଟଙ୍କା, କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ଅଭିଯୋଗ । ଘଟଣାସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଓ ବିରମିତ୍ରପୁର ଥାନା ପୋଲିସର ତନାଘନା ।
ତାଜା ଖବର
Nandighosha Tv
-
November 12, 2019
0
ଗଜପତି: ରେଳଷ୍ଟେସନ୍ ନିକଟରୁ ଚନ୍ଦନ କାଠ ଜବତ । ଚୋରା ଚାଳାଣ ବେଳେ ଜବତ କଲା ପାରଳାଖେମୁଣ୍ଡି ବନ ବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା, ଜଣେ ଅଟକ ।
ତାଜା ଖବର
Nandighosha Tv
-
November 12, 2019
0
ଗୁଣୁପୁର: ବୋଇତ ଭସାଣ ବେଳେ ଅଘଟଣ, ବଂଶଧାରା ନଦୀର ଗୁମୁଡ଼ା ନିକଟରେ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ଗୁମୁଡ଼ା ଗାଁର ସନ୍ତୋଷ ଜେନା ।
ତାଜା ଖବର
Nandighosha Tv
-
November 12, 2019
0
ରାୟଗଡା: ବୋଇତ ବନ୍ଦାଣ ବେଳେ ନଦୀରେ ବୁଡ଼ି ଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ । ନାଗାବଳୀ ନଦୀର ଝୁଲା ବ୍ରିଜ ନିକଟରେ ଘଟିଛି ଅଘଟଣ । ମୃତ ଛାତ୍ର ଜଣଙ୍କ UGMIT କଲେଜର ସୁମନ ବେହେରା ।
ତାଜା ଖବର
Nandighosha Tv
-
November 12, 2019
0
ବୋଇତ ବନ୍ଦାଣ ବେଳେ ଅଘଟଣ: ନଦୀରେ ବୁଡ଼ି ୨ମୃତ
ଓଡ଼ିଶା
Nandighosha Tv
-
November 12, 2019
0
1
...
7,805
7,806
7,807
...
7,945
Page 7,806 of 7,945