spot_img

Nandighosha Tv

8830 POSTS

Exclusive articles:

ଛତିଶା ନିଯୋଗ ବୈଠକରେ ଦେବସ୍ନ।ନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ

ପୁରୀ: ଶ୍ରୀଜିଉଙ୍କ ସ୍ନ।ନଯାତ୍ରା ନେଇ ଛତିଶା ନିଯୋଗ ବୈଠକରେ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଆସନ୍ତା ଜୁନ୍‌ ୫ ତାରିଖରେ ଦେବସ୍ନ।ନ ପୂର୍ଣ୍ଣିମା । ଏଥିପାଇଁ ରାତି ଗୋଟାଏରୁ ଭୋର୍‌ ୪ଟା ପର୍ଯ୍ୟନ୍ତ...

କରୋନା ସଂକ୍ରମିତ ହେଲେ ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ନର୍ସ

ବାଲେଶ୍ୱର: ଡାକ୍ତରଙ୍କ ପରେ ନର୍ସଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବାଲେଶ୍ୱର ଜିଲ୍ଲା କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଠାରେ କୋଭିଡ୍...

କଣ ପାଇଁ ରାହୁଲ କହିଲେ ଏବେ ପ୍ରଥମ ଅଧ୍ୟାୟ ଆରମ୍ଭ ବି ହୋଇନାହିଁ ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ଆକ୍ରମଣ କରିଛନ୍ତି । କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ସେ ସମାଲୋଚନା କରିଛନ୍ତି...

୨୪ ଘଣ୍ଟା ପରେ ବଦଳିଯିବ ଆମେରିକାର ଇତିହାସ,ଜାଣନ୍ତୁ କେମିତି..

ୱାସିଂଟନ: ୨୪ଘଣ୍ଟା ପରେ ଆମେରିକା ବିଜ୍ଞାନର ଇତିହାସ ବଦଳିଯିବ । ଆମେରିକା ମହାକାଶ ବିଜ୍ଞାନ ଜଗତରେ ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି । ଯାହାର ସାକ୍ଷୀ ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ...

ପିଛିଲା ଭାବେ ଲାଗୁହେଲା ମଧ୍ୟାହ୍ନ ଭୋଜନର ବର୍ଦ୍ଧିତ ଦର

ଭୁବନେଶ୍ୱର: କରୋନା ଲକଡାଉନ୍ ଜୀବନ ବଦଳାଇ ଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ଉପରେ ପ୍ରଭାବ ପଡ଼ିଛି । ଲକଡାଉନ୍ ପ୍ରଭାବରେ ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ିଛି । ଫଳରେ ରୋଷେଇ ଖର୍ଚ୍ଚ ବୃଦ୍ଧି...

Breaking

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ତେଲ

ନନ୍ଦିଘୋଷ ବ୍ୟୁରୋ : ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର- PUCC ନଥିଲେ...

ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ହେଉଛି ତିକ୍ତ, ଦୁଇ ଦେଶ ମଧ୍ଯରେ କୂଟନୈତିକ ଉତ୍ତେଜନା ଜାରି

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ହେଉଛି ତିକ୍ତ। ବାଂଲାଦେଶରେ...

ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ

ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ ନନ୍ଦିଘୋଷ...