spot_img

Rosalin Rath

1518 POSTS

Exclusive articles:

ଘୂର୍ଣ୍ଣିବଳୟ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ବର: ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ। ଆରବସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ। ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାପରେ...

୧୭୦ ମୃତଦେହ ଚିହ୍ନଟ ସରିଲାଣି, ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର...

ଚାଲିଗଲେ ‘ମହାଭାରତ’ରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ । ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା...

ଆଉ ନାହାନ୍ତି ଭେଟେରାନ ଅଭିନେତ୍ରୀ ସୁଲୋଚନା

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକର । ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା...

ଶେଷରେ ବାହାନଗାରେ ଗଡ଼ିଲା ପାସେଞ୍ଜର ଟ୍ରେନ୍

ବାଲେଶ୍ବର: ୫୦ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗାରେ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ।...

Breaking

ବହୁଚର୍ଚ୍ଚିତ ପୁରୀ ମାଆ ହତ୍ୟାକାଣ୍ଡ! ୫୭ ଦିନ ପରେ ଟାଟାନଗରରୁ ଗିରଫ ହେଲା ପୁଅ

ନନ୍ଦିଘୋଷ ବ୍ୟୁରୋ : ପୁରୀ କୁମ୍ଭାରପଡା ଥାନା ଅଞ୍ଚଳରେ ମାକୁ ମାରି...

ଏମ୍‌ବିବିଏସ୍ ପରୀକ୍ଷା: ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ : ଏମ୍‌ବିବିଏସ୍ ପରୀକ୍ଷା ପାଇଁ ଅତିରିକ୍ତ ସୁବିଧା। ୨୦୧୯-୨୦...

ମାକ୍ରନଙ୍କ ଉପରେ ଟ୍ରମ୍ପଙ୍କ ଟାର୍ଗେଟ୍, ଫ୍ରାନ୍ସରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ : ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଉପରେ ରୋଷ...

ଦନ୍ତା ଆକ୍ରମଣରେ ଯୁବକ ମୃତ! ଚମ୍ପୁଆରେ ହାତୀ ଆତଙ୍କ

ଚମ୍ପୁଆ: ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ବାଲିବନ୍ଧ...