spot_img
Home Blog Page 7524

୧୮ ରାଜ୍ୟର ୫୧ ବିଧାନସଭା, ୨ ଲୋକସଭା ଆସନରେ ଉପନିର୍ବାଚନ

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ଆଜି ଦେଶର ୫୧ଟି ବିଧାନସଭା ଆସନ ଏବଂ ୨ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ଉପନିର୍ବାଚନ ହେଉଥିବା ୫୧ ଆସନ ମଧ୍ୟରୁ ୩୦ଟି ଆସନରେ ବିଜେପିର ବିଧାୟକ ଥିଲେ । ୧୨ଟିରେ କଂଗ୍ରେସ ବିଧାୟକ ଥିବା ବେଳେ ଅନ୍ୟ ଆସନ ଗୁଡ଼ିକରେ ଜିତିଥିଲେ ଆଞ୍ଚଳିକ ଦଳ ।

ଆଜି ଉତ୍ତରପ୍ରଦେଶର ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଗୁଜରାଟର ୬, ବିହାର ଓ କେରଳର ୫ଟି ଲେଖାଏଁ ଆସନରେ ମତଦାନ ଚାଲିଛି । ଆସାମ ଓ ପଞ୍ଜାବରେ ୪ଟି ଲେଖାଏଁ ବିଧାନସଭା କ୍ଷେତ୍ରରେ ଉତ୍ସାହର ସହ ମତଦାନ କରୁଛନ୍ତି ଭୋଟର ।

ହିମାଚଳ ପ୍ରଦେଶ, ତାମିଲନାଡ଼ୁ ଓ ରାଜସ୍ଥାନର ୨ଟି ଲେଖାଏଁ ଆସନ ସହ ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପୁଡୁଚେରୀ, ମେଘାଳୟ ଓ ତେଲଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ହେଉଛି । ଦେଶର ୫୧ଟି ବିଧାନସଭା ଆସନ ମହାରାଷ୍ଟ୍ରର ସତାରା ଓ ବିହାର ସମସ୍ତିପୁର ଲୋକସଭା ଆସନରେ  ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ')}

କିଭଳି ସୁସ୍ଥ ରହିବେ ମହିଳା?

ସାଧାରଣତଃ ମହିଳାମାନେ ପୁରା ଦିନ ବ୍ୟସ୍ତ ରୁହନ୍ତି  । ଗୃହିଣୀ ହୁଅନ୍ତୁ ଅବା ଓ୍ୱାର୍କିଂ ଲେଡ଼ି ସମସ୍ତଙ୍କ କଥା ବୁଝୁ ବୁଝୁ ଏମାନେ ନିଜ ସ୍ୱାସ୍ଥ୍ୟ କଥା ଭୁଲିଯାଇଥାନ୍ତି  । ନିଜର ଶରୀର ପ୍ରତି ଯତ୍ନବାନ ହେଉନଥିବାରୁ ଟିକେ ବୟସ ହେବା ମାତ୍ରେ ମହିଳାଙ୍କୁ ଅନେକ ରୋଗ ଗ୍ରାସ କରେ   । ତେବେ ସବୁରି ମୂଳରେ ସ୍ୱାସ୍ଥ୍ୟ, ସୁସ୍ଥ ମଣିଷଟିଏ ହିଁ ଅନ୍ୟକୁ ଖୁସି ବାଣ୍ଟିପାରେ ଏବଂ ଅନ୍ୟର ଯତ୍ନ ନେଇପାରେ  । ଆସନ୍ତୁ ଜାଣିବା ମହିଳାଙ୍କ ସୁସ୍ୱାସ୍ଥ୍ୟ ପାଇଁ କେଉଁସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା କଥା  ।

୧. ଓ୍ୱାର୍କିଂ,ଜଗିଂ,ସ୍ୱିମିଂ,ଡ଼୍ୟାନ୍ସିଂ ଏ ଭିତରୁ କୌଣସି  ଗୋଟିଏକୁ ଅଭ୍ୟାସରେ ପରିଣତ କଲେ ଖୁବ ଭଲ  । ସାଧାରଣତଃ ଏହା ଦ୍ୱାରା ଆପଣଙ୍କ ଶରୀରରେ ଥିବା ମେଦ ହ୍ରାସ ହେବ ଏବଂ ଆପଣ ରିଲାକ୍ସ ଅନୁଭବ କରିବେ  । ହେଲେ ଯୋଗାଭ୍ୟାସ ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ସର୍ବୋତ୍ତମ ଫଳପ୍ରଦ  ।

୨. ଖାଦ୍ୟରେ ଅଧିକରୁ ଅଧିକ ତାଜା ଫଳ ଏବଂ ପରିବା  ଗ୍ରହଣ କରନ୍ତୁ , ଏହା ଦ୍ୱାରା ଆପଣଙ୍କ ଦେହରେ ଭିଟାମିନ ଡେଫିସିଏନ୍ସି ରହିବ ନାହିଁ  ।

୩. ଅଧିକ ତେଲ ମସଲା ଖାଦ୍ୟକୁ ନା କୁହନ୍ତୁ  । କାରଣ ଏହା ତ୍ୱଚାକୁ ଶୁଷ୍କ କରିଦେବା ସହ ଆପଣଙ୍କ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ  ।

୪.ଦିନକୁ ୪ରୁ୫ଲିଟର ପାଣି ପିଇବାକୁ ଭୁଲନ୍ତୁ ନାହିଁ, ଏହା ଆପଣଙ୍କ ହଜମ କ୍ରିୟାକୁ ତ୍ୱରାନ୍ୱିତ କରେ  ।

୫. ଅଧିକ ମିନେରାଲ ଏବଂ ନ୍ୟୁଟ୍ରସନ ପାଇଁ କ୍ଷୀର,ଚୁନାମାଛ,ଶାଗ ଏବଂ କଞ୍ଚା ବାଦାମ ଖାଇବା ଉଚିତ   ।

୬. ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ  । କାରଣ ପରିଷ୍କାର ପରିଚ୍ଛନତା ହିଁ  ସୁସ୍ଥ ଜୀବନର ମୂଳଦୁଆ  ।

  ')}

୯୫ ହଜାର ପୁଲିଂ ବୁଥରେ ୯ କୋଟି ଭୋଟର

ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମୋଟ୍‌ ୯୫ ହଜାର ୪୭୩ ବୁଥରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ମୋଟ୍‌ ୩୨୩୯ ପ୍ରାର୍ଥୀ । ରାଜ୍ୟର ମୋଟ୍‌ ୮ କୋଟି ୯୫ ଲକ୍ଷ ୬୨ ହଜାର ୭୦୬ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ । ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାରାଷ୍ଟ୍ରରେ ପ୍ରମୁଖ ଭାବେ କଂଗ୍ରେସ, ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ଟକ୍କର ହେଉଛି । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଏବଂ କେନ୍ଦ୍ରରେ ମୋଦି ସରକାର ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ସବୁ ରାଜନୀତିକ ଦଳ ଏଥର ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଚାର କରିଛନ୍ତି । ତେବେ ମହାରାଷ୍ଟ୍ର ଭୋଟର କାହା ସପକ୍ଷରେ ଯିବେ ତାହା ଦେଖିବାର ଅଛି ।

ପିଓକେରେ ପାକିସ୍ତାନୀ ସେନାକୁ ମାତ୍: ୫ ନିପାତ

ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ  । ଭାରତୀୟ ସେନାର କଡ଼ା ଜବାବ । ପ୍ରତି ଆକ୍ରମଣରେ୪ ରୁ ୫ ପାକିସ୍ତାନ ସେନା ନିପାତ । ଏଥିସହିତ ବହୁ ଆତଙ୍କୀ କ୍ୟାମ୍ପ ଓ ଲଞ୍ଚିଂ ପ୍ୟାଡ ଧ୍ୱଂସ  । ଭାରତର ଆକ୍ରମଣକୁ ସ୍ୱୀକାର କରିଛି ପାକିସ୍ତାନ  । ପିଓକେ ଅନ୍ତର୍ଗତ କୁପୱାଡ଼ାର ତଙ୍ଗଧା ସେକ୍ଟରରେ ଅସ୍ତ୍ରବିରତି ଉଲଘଂନ କରିଛି ପାକିସ୍ତାନ  । ')}

୧୮ ରାଜ୍ୟରେ ୫୧ ବିଧାନସଭା, ୨ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଜାରି

ବାକ୍ସରୁ ମିଳିଲା ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ: ଗୁଣି ଗାରେଡିରୁ ହତ୍ୟା ସନ୍ଦେହ

ସକାଳୁ ନିଖୋଜ ଥିଲା…ସନ୍ଧ୍ୟାରେ ମିଳିଲା । ହେଲେ, ଜୀବିତ ନଥିଲା ପାଲଟି ଯାଇଥିଲା ଶବ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏ ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ଗୁମୁଡ଼ା ଗାଁର।

ଗତକାଲି ଅଙ୍ଗନୱାଡ଼ିରୁ ଫେରିବା ପରେ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ହସ ଖୁସିରେ ଖେଳୁଥିଲା ପୁନମ ସା । କିନ୍ତୁ, କିଛି ସମୟ ପରେ ହଠାତ୍ କୁଆଡ଼େ ଗାଏବ ହୋଇଗଲା ପୁନମ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବି ପୁନମକୁ ପାଇନଥିଲେ। ସନ୍ଦେହ ହେବାରୁ ସନ୍ଧ୍ୟାରେ ଗାଁର ଜଣେ ମହିଳାଙ୍କ ଘରେ ଖୋଜାଖୋଜି କରିଥିଲେ। ମହିଳାଙ୍କ ଘର ଭିତରେ ଥିବା ଏକ ବାକ୍ସରୁ ୪ ବର୍ଷର ଶିଶୁକନ୍ୟା ପୁନମକୁ ପାଇଥିଲେ। ସଙ୍ଗେ ସଙ୍ଗେ ପୁନମକୁ ବାମରା ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ବାକ୍ସ ଭିତରେ ପୁନମକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଗୁଣି ଗାରେଡି ସନ୍ଦେହରେ ମହିଳା ଜଣଙ୍କ ପୁନମକୁ ହତ୍ୟା କରିଥିବା ଅଭିଯୋଗ କରି ଗ୍ରାମବାସୀ ମାଡ଼ ମାରିଥିଲେ । ମାଡ଼ ଖାଇବା ପରେ ମହିଳା ଜଣଙ୍କ ଅନ୍ୟ ଜଣେ ମହିଳାଙ୍କ ନାଁ କହିଥିଲେ ପରେ ଗ୍ରାମବାସୀ ଉଭୟଙ୍କୁ ମାଡ଼ ମାରିଥିଲେ। ଧାରୁଆଡିହି ପୋଲିସ ଉଭୟଙ୍କୁ ଉଦ୍ଧାର କରି ପଚରାଉଚରା କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ')}