spot_img
Home Blog Page 7650

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲକୁ NHRCଙ୍କ ନୋଟିସ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା । ନୋଟିସ୍ ଅନୁଧ୍ୟାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଆଇନଗତ ଦିଗକୁ ଦେଖାଯାଇ ପଦକ୍ଷେପ ନିଆଯିବ ।

ବଲାଙ୍ଗିର: ପାଟଣାଗଡ଼ ବ୍ଲକ ଗଙ୍ଗସାଗର ଗାଁରେ ଗୁଳିମାଡ଼ । ଲୁଟ୍ ପାଇଁ ଆସି ଦୁର୍ବୃତ୍ତ ଗୁଳି ଚଳାଇଥିବା ସୂଚନା । ଗଙ୍ଗସାଗରର ନବୀନ ମେହେର ଗୁରୁତର, ମେଡିକାଲରେ ଭର୍ତ୍ତି । ପାଟଣାଗଡ଼ ପୋଲିସର ଛାନଭିନ୍

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି । ସୋନପୁରରେ ସବୁଠୁ କମ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ ।

ଭଞ୍ଜନଗର: ତାରାସିଂ ଥାନା ଲଣ୍ଡେଇ ପାହାଡ଼ରେ ପୋଲିସର ଚଢାଉ । ୨୫ଟି ଡିଟୋନେଟର ସହ ୫ ଟ୍ରାକ୍ଟର ଜବତ, ୧୧ ପଥର ମାଫିଆ ଗିରଫ ।

ଯୋଡ଼ା: ଚମ୍ପୁଆ ରେଞ୍ଜରେ ୨୩ ଟିକିଆ ହାତୀପଲଙ୍କ ଉପଦ୍ରବ । ରଜିଆ, କଞ୍ଚନପୁର ଓ ଶସାଙ୍ଗ ଗାଁରେ ଭାଙ୍ଗିଲେ ୩ ଘର । କଇଁତାରେ ହାତୀ ଘର ଭାଙ୍ଗିବା ବେଳେ କାନ୍ଥ ପଡ଼ି ଲୁବୁରୀ ମୁଣ୍ଡା ଗୁରୁତର, ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି ।

ବାଲିଗୁଡ଼ା: ପରମପଙ୍ଗାରେ ସିରିଜ୍ ଚୋରି । ବିଳମ୍ବିତ ରାତିରେ ୫ଟି ଦୋକାନ ତାଡ଼ି ଚୋରି ଅଭିଯୋଗ । ଏକଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି ସୂଚନା ।

ନୂଆଦିଲ୍ଲୀ: ନୌସେନା ବ୍ୟାନ୍ କଲା ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟ୍ସଆପ । ଜାହାଜରେ କେହି ବି ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍ । ଗତ ସପ୍ତାହରେ ହନିଟ୍ରାପରେ ୭ଜଣ ନୌସେନା କର୍ମଚାରୀ ଗିରଫ ହେବା ପରେ ଜାରିହେଲା ନିର୍ଦ୍ଦେଶନାମା ।

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ନୂଆଦିଲ୍ଲୀ ବିମାନବନ୍ଦରରେ କାର୍ଯ୍ୟ ବାଧାପ୍ରାପ୍ତ । ଅବତରଣ କରିପାରୁନାହିଁ ବହୁ ବିମାନ । କେବଳ CAT III B ସିଷ୍ଟମ ଥିବା ବିମାନ ଅବତରଣ କରିପାରୁଛନ୍ତି ପାଇଲଟ୍ ।

ଧର୍ମଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର । ଜୁନାଗଡ଼ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ରେଞ୍ଜ ଅଫିସ, ପୈତୃକ ଘର ସମେତ ଶ୍ୱଶୁର ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ।

ପଟ୍ଟାମୁଣ୍ଡାଇ: ଆଜିଠୁ ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ଗଣନା । ନଦୀ ନାଳର ପାଣିକୁ ସ୍ଥିର କରିବା ପାଇଁ ଗତ ୨୬ରୁ ବନ୍ଦ ରହିଛି ଭିତରକନିକା । ୪ ତାରିଖ ଯାଏଁ କୁମ୍ଭୀର ଗଣନା କରିବେ ୨୩ଟି ଟିମ୍ ।