LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7672
ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର । ରାଜ୍ୟରେ ୪୭,୩୬୬ ଗାଁ ଅଛି । ୧୯,୫୦୪ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି ।
ତାଜା ଖବର
Nandighosha Tv
-
November 19, 2019
0
ରାଉରକେଲା: ଭିଜିଲାନ୍ସ ଜାଲରେ କେଶେଇବାହଲ +୨ ମହାବିଦ୍ୟାଲୟ ଅଧ୍ୟକ୍ଷ ଜୟପ୍ରକାଶ ପଟେଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ । କେଶେଇବାହଲ ବାସଭବନ, ହଷ୍ଟେଲ ଓ ଅଫିସରେ ରେଡ୍ ।
ତାଜା ଖବର
Nandighosha Tv
-
November 19, 2019
0
ଜଗିବାକୁ ଯାଇଥିଲେ ଧାନ, କଚାଡ଼ି ମାରିଲା ହାତୀ
ଓଡ଼ିଶା
Nandighosha Tv
-
November 19, 2019
0
ରାଉରକେଲା: ବୀରମିତ୍ରପୁର ଥାନା କାଲୋସିରିଆ ନିକଟରେ ସ୍କପିଓ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୫ ଜଣ ଗୁରୁତର ଆହତ । ୩ ଜଣ ରାଉରକେଲା ସରକାରୀ ଚିକିତ୍ସାଳୟ ଓ ୨ ଜଣ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ।
ତାଜା ଖବର
Nandighosha Tv
-
November 19, 2019
0
ବାରିପଦା: ଚେକିଂ ବେଳେ ତକତପୁରରେ ଅଘଟଣ । ବାଇକ୍ ଚାପାରେ ବାରିପଦା ଥାନା ଏସ୍ଆଇ ଦୟାନିଧି ଦାସ ମୃତ ।
ତାଜା ଖବର
Nandighosha Tv
-
November 19, 2019
0
ମୁଡରେ ଅବକାରୀ ବିଭାଗ, ଖୋଜି ଖୋଜି ନଷ୍ଟ କରୁଛି ଗଞ୍ଜେଇ ବଣ
ଓଡ଼ିଶା
Nandighosha Tv
-
November 19, 2019
0
ରାତିରେ ଚେକିଂ ଚାଲିଥିଲା ବେଳେ ଗାଡ଼ି ଚଢ଼ାଇଦେଲା ମଦୁଆ ଡ୍ରାଇଭର, ଜଣେ ପୋଲିସ ମୃତ
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
November 19, 2019
0
ବାଲିଗୁଡ଼ା: ଜୁନାଗାଁ, ସୁଣ୍ଡ୍ରୁମିଲା, କଟାପାଙ୍ଗା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ । ୧୫୦ ଏକର ଜଙ୍ଗଲ ଜମିରେ ୧୫ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ।
ତାଜା ଖବର
Nandighosha Tv
-
November 19, 2019
0
ଅନୁଗୁଳ: ନାଲକୋନଗର ଥାନା ଗିରାଙ୍ଗ ବାଲିସାହି ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତଦେହ ନିକଟରେ ପଡିଛି ବାଇକ୍ । ହତ୍ୟା ସନ୍ଦେହ । ପୋଲିସର ତଦନ୍ତ ।
ତାଜା ଖବର
Nandighosha Tv
-
November 19, 2019
0
ଆଜିର ରାଶିଫଳ (୧୯-୧୧-୨୦୧୯)
ରାଶିଫଳ
Nandighosha Tv
-
November 19, 2019
0
1
...
7,671
7,672
7,673
...
7,840
Page 7,672 of 7,840