ତାଜା ଖବର ଭୁବନେଶ୍ୱର : ସାଂସଦଙ୍କ ପରେ ଏଣିକି ପ୍ରଦର୍ଶନ ନେଇ ରିପୋର୍ଟ ଦେବେ ବିଜେଡି ବିଧାୟକ । ପ୍ରତି ୨ମାସରେ ବିଧାୟକ ରିପୋର୍ଟ ଦେବାକୁ ଗଠନ ହେଲା ୪ ଜଣିଆ କମିଟି । ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ । ପ୍ରତ୍ୟକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ବିଧାନସଭାରେ ଉପସ୍ଥିତି ନେଇ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ନେବେ ଅନୁମତି । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । November 13, 2019 ')}

ତାଜା ଖବର ଆଜିଠୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ । ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଡିସେମ୍ବର ୧୯ ଯାଏଁ ଅଧିବେଶନ ଚାଲିବ । November 13, 2019 ')}
ତାଜା ଖବର ଭୁବନେଶ୍ୱର : ସାଂସଦଙ୍କ ପରେ ଏଣିକି ପ୍ରଦର୍ଶନ ନେଇ ରିପୋର୍ଟ ଦେବେ ବିଜେଡି ବିଧାୟକ । ପ୍ରତି ୨ମାସରେ ବିଧାୟକ ରିପୋର୍ଟ ଦେବାକୁ ଗଠନ ହେଲା ୪ ଜଣିଆ କମିଟି । ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ । ପ୍ରତ୍ୟକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ବିଧାନସଭାରେ ଉପସ୍ଥିତି ନେଇ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ନେବେ ଅନୁମତି । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । November 13, 2019 ')}
ତାଜା ଖବର ଭୁବନେଶ୍ୱର : ସାଂସଦଙ୍କ ପରେ ଏଣିକି ପ୍ରଦର୍ଶନ ନେଇ ରିପୋର୍ଟ ଦେବେ ବିଜେଡି ବିଧାୟକ । ପ୍ରତି ୨ମାସରେ ବିଧାୟକ ରିପୋର୍ଟ ଦେବାକୁ ଗଠନ ହେଲା ୪ ଜଣିଆ କମିଟି । ସମସ୍ତେ ବିଧାନସଭାରେ ଉପସ୍ଥିତ ରହିବାକୁ ମଧ୍ୟ ନିର୍ଦ୍ଦେଶ । ପ୍ରତ୍ୟକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ବିଧାନସଭାରେ ଉପସ୍ଥିତି ନେଇ ରିପୋର୍ଟ ଦେବେ। ଯେଉଁ ବିଧାୟକ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ନେବେ ଅନୁମତି । ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । November 13, 2019 ')}
ତାଜା ଖବର ମୋହନା: ସଉରା ସାହିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । କାତିରେ ହାଣି ୨ ଅଭିଯୁକ୍ତ କଟାମୁଣ୍ଡ ନେଇ ଯାଇଥିବା ଅଭିଯୋଗ । ମୃତକ ଭାଲିଆସାହିର ଦାସୁ ମଲ୍ଲିକ । ମୋହନା ଥାନା ପୋଲିସର ଛାନଭିନ୍ । ହତ୍ୟାର କାରଣ ଅସ୍ପଷ୍ଟ । November 13, 2019 ')}
ତାଜା ଖବର ବାଲିଗୁଡ଼ା: ମହାସିଙ୍ଗି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମୃତକ ସୁଣ୍ଡ୍ରୁମିଲା ଗାଁର ଜଳେଶ୍ୱର ମଲ୍ଲିକ । November 13, 2019 ')}
ତାଜା ଖବର ବ୍ରହ୍ମଗିରି: କେରାଣ୍ଡିଆ ଡାକ୍ତରଖାନା ଛକରେ ବସ ସହ ୨ଟି ବାଇକ୍ ଧକ୍କା । ୩ ଗୁରୁତର, ଜଣେ ବାଇକଚାଳକଙ୍କ କଟିଗଲା ଡାହାଣ ଗୋଡ଼ । ସମସ୍ତ ଗୁରୁତର କେରାଣ୍ଡିଆ ଡାକ୍ତରଖାନାରେ ଭର୍ତ୍ତି । November 13, 2019 ')}
ତାଜା ଖବର ରାଉରକେଲା: ସେକ୍ଟର-୧ ଅଞ୍ଚଳରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଘରେ କେହି ନଥିବା ବେଳେ କବାଟ ବନ୍ଦ କରି ଆତ୍ମହତ୍ୟା । ସେକ୍ଟର-୩ ଥାନା ପୋଲିସର ତଦନ୍ତ । November 13, 2019 ')}
ତାଜା ଖବର ରାଉରକେଲା: ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆ ଗିରଫ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହାତିବାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ପଦ୍ମନାଭଙ୍କୁ ପଚରାଉଚରା କରୁଛି ସୁନ୍ଦରଗଡ଼ ସଦର ଥାନା ପୋଲିସ । November 13, 2019 ')}