ତାଜା ଖବର ୫-ଟି ସଚିବ ଭି.କେ ପାଣ୍ତିଆନ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ପରେ ସମ୍ବଲପୁର ଅଇଠାପାଲି ଥାନା ବୁଲିଛନ୍ତି । ମୋ-ସରକାରର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କଲେ ୫-ଟି ସଚିବ । ସମ୍ବଲପୁର ଏସପି ଓ ଅଇଁଠାପାଲି ଥାନା ଅଧିକାରି ଉପସ୍ଥିତ ଥିଲେ। November 2, 2019 ')}
ତାଜା ଖବର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଖୁସି ଖବର, ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ସୁ-ବ୍ୟବସ୍ଥିତ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ପ୍ରସୂତିମାନଙ୍କୁ ଯିବାକୁ ପଡ଼ୁଥିଲା ମାଲକାନଗିରି। ମା ଓ ନବଜାତକ ଉଭୟ ସୁସ୍ଥ ଅଛନ୍ତି । November 2, 2019 ')}
ତାଜା ଖବର ବାଲେଶ୍ୱର: ରେମୁଣା ବ୍ଲକ ସୋନ ନଦୀ କୂଳରେ ପ୍ରଶାସନ ଜାରି କଲା ୧୪୪ ଧାରା । ବେଆଇନ୍ ଭାବେ ନଦୀରୁ ବାଲି ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ । November 2, 2019 ')}
ତାଜା ଖବର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ଓକିଲ-ପୋଲିସ ମୁହାଁମୁହିଁ । ପୋଲିସ ପକ୍ଷରୁ ଫାୟାରିଂ ପରେ ଭ୍ୟାନରେ ନିଆଁ ଲଗାଇଲେ ଓକିଲ । ଜଣେ ଆଇନଜୀବୀ ଆହତ ହୋଇଥିବା ସୂଚନା । November 2, 2019 ')}
ତାଜା ଖବର ବେଙ୍ଗଳୁରୁ: କଂଗ୍ରେସ ନେତା ଡିକେ ଶିବକୁମାର ଅସୁସ୍ଥ । ଆପୋଲୋ ହସ୍ପିଟାଲରେ ଭର୍ତ୍ତି । November 1, 2019 ')}
ତାଜା ଖବର ନୂଆଦିଲ୍ଲୀ: ଭାରତ-ଜର୍ମାନୀ ମଧ୍ୟରେ ୨୦ଟି ରାଜିନାମା ସ୍ୱାକ୍ଷରିତ । ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବେ ୨ ଦେଶ । November 1, 2019 ')}
ତାଜା ଖବର ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ଶିବସେନା ସହ ମିଶି ସରକାର ଗଢ଼ିବାକୁ ମନାକଲା ଏନସିପ, ବିରୋଧୀ ଦଳ ଭୂମିକା ନିଭାଇବାକୁ ସ୍ପଷ୍ଟ କଲେ ଶରଦ ପୱାର November 1, 2019 ')}
ତାଜା ଖବର ଭୁବନେଶ୍ୱର: FIH ଅଲିମ୍ପିକ କ୍ୱାଲିଫାୟାର୍ସ ମ୍ୟାଚରେ ଋଷିଆକୁ ୪-୨ରେ ହରାଇଲା ଭାରତୀୟ ପୁରୁଷ ହକି ଦଳ । November 1, 2019 ')}
ତାଜା ଖବର ଭୁବନେଶ୍ୱର: ହକି ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା । ବାଣୀବିହାରରୁ ଆସୁଥିବା ଗାଡ଼ିଗୁଡ଼ିକୁ କଳିଙ୍ଗ ଷ୍ଟାଡିମୟ ଅଭିମୁଖେ ଛଡ଼ାଯିବନି ଜୟଦେବ ବିହାରରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଗାଡ଼ି ଯାଇପାରିବନି November 1, 2019 ')}
ତାଜା ଖବର ଯାଜପୁର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା । ଆଜି ଧର୍ମଶାଳା ଗସ୍ତରେ ଆସୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ହରିଦାସପୁର ଘଟଣା ସ୍ଥଳ ଗସ୍ତ କରିବେ । ସ୍ମିତାରାଣୀଙ୍କ ପରିବାରକୁ ଭେଟିବେ ଏବଂ ସ୍ଥିତି ପରଖିବେ। November 1, 2019 ')}