ହାଇଲାଇଟ୍ ସମ୍ବାଦ

CM Naveen Patnaik Reviewed Drought Situation 1 min read

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରି ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।...

ପୁରୀ: ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା ।  ମଙ୍ଗଳବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ...

କଟକ/ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏହାପରେ...

ଆଠଗଡ଼ ବିଜେପିକୁ ଜୋରଦାର ଝଟକା । ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଆଠଗଡ଼ର ବରିଷ୍ଠ ବିଜେପି ନେତା ବିଭୂତି ମିଶ୍ର । କଂଗ୍ରେସ ପ୍ରଭାରୀ ଚେଲ୍ଲା...

ଦୋହା: ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଛି । କାବୁଲର ସ୍ଥିତିକୁ ନେଇ ଦୁନିଆ ଚିନ୍ତାରେ ରହିଛି । ଏବେବି ଆଫଗାନିସ୍ତାନରେ ଅନ୍ୟ ଦେଶର ହଜାର ହଜାର ନାଗରିକ...

କୁଚିଣ୍ଡା: ବର୍ଷା ପାଇଁ ଇନ୍ଦ୍ର ପୂଜା । ଚାଷୀଙ୍କ ପାଇଁ କାଳ ସାଜିଛି ଚଳିତବର୍ଷ ନିଅଣ୍ଟିଆ ବର୍ଷା । ଏହାକୁ ଦୃଷ୍ଟିରେ ରଖି  ଇନ୍ଦ୍ରଦେବଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର...

ସମ୍ୱଲପୁର: ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ । ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥିରେ ସକାଳ ୧୦ଘଣ୍ଟା ୧୫ ମିନିଟ ରୁ ୧୦ ଘଣ୍ଟା...

କଟକ: ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଲଗାମ ଦେବାକୁ ଅଣ୍ଟା ଭିଡିଛି କମିଶନରେଟ୍ ପୋଲିସ। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ...

ଭୁବନେଶ୍ୱର: ସେପ୍ଟେମ୍ୱର ମାସ ପାଇଁ କୋଭିଡ ଗାଇଡଲାଇନ୍ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଅକ୍ଟୋବାର ପହିଲା ସକାଳ ୬ ଘଣ୍ଟା ଯାଏଁ...

ନୂଆଦିଲ୍ଲୀ: ଭଙ୍ଗାଯିବ ଉତ୍ତରପ୍ରଦେଶ ନଏଡା ସ୍ଥିତ ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାର । ପ୍ରାୟ ୯୦୦ ଫ୍ଲାଟ ଥିବା ଏହି ଟାୱାରକୁ ଭଙ୍ଗାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି...