ଓଡ଼ିଶା ମୁଖ୍ୟ ଖବର ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ମେଡିକାଲ ପହଞ୍ଚି ନପାରି ମହିଳାଙ୍କ ମୃତ୍ୟୁ ଅଭିଯୋଗ December 3, 2019 ସାଲେପୁର: ୧୦୮ ପାଇଁ ଚାଲିଗଲା ଜୀବନ । ଆଖି ବୁଜିଲେ ମହିଳା । ଛାତିରେ ଯନ୍ତ୍ରଣା ହେବାରୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁରୁଜଙ୍ଗାର ଗାଁର ସେବତୀ...