Kasatandi Flowers

ଭୁବନେଶ୍ୱର: ଆସି ପହଞ୍ଚିଛି ଆଶ୍ଵିନ। ନଦୀ ପଠାରେ ଆନମନା ହୋଇ ନାଚିଲାଣି କାଶତଣ୍ଡି। ପବନର ହାଲୁକା ହାଲୁକା ସ୍ପର୍ଶରେ ଖିଲ ଖିଲ ହୋଇ ହସୁଛି। ଧଳା ପୋଷାକ...