odisha e assembly training starts today

ଭୁବନେଶ୍ୱର: ଅନ୍‌ଲାଇନ୍‌ ହେବ ବିଧାନସଭା । ଇଣ୍ଟରନେଟ୍ ମାଧ୍ୟମରେ ଚାଲିବ ବିଧାନସଭାର ସବୁକାର୍ଯ୍ୟ । ଆଜିଠୁ ଇ- ବିଧାନସଭା ପାଇଁ ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବ ।...