Saptapuri Amabasya

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଳନ ହେବ । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ...