LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
Search
Nandighosha TV
Nandighosha TV
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Search
Nandighosha TV
LIVE TV
ଓଡ଼ିଶା
ଜାତୀୟ
ଅନ୍ତର୍ଜାତୀୟ
ଋଷ-ୟୁକ୍ରେନ ଯୁଦ୍ଧ
ମନୋରଞ୍ଜନ
ଶିକ୍ଷା ଓ ନିଯୁକ୍ତି
CBSE
NEET
State Board Exam
ଉଚ୍ଚ ଶିକ୍ଷା
ରାଜନୀତି
ଖେଳ
IPL
IPL 20-20
T20 WorldCup
IPL 2025
ଲେଖକ ସ୍ତମ୍ଭ
ଜୀବନଚର୍ଯ୍ୟା
ରାଶିଫଳ
ଧର୍ମ
ଦୀପାବଳି
ସ୍ୱାସ୍ଥ୍ୟ
କରୋନା
ଅପରାଧ
More
Home
Blog
Page 7903
ସାବଧାନ! ପ୍ରଦୂଷଣ ରାକ୍ଷସ କବଳରେ ଆପଣଙ୍କ ଶିଶୁ
ଜୀବନଚର୍ଯ୍ୟା
Nandighosha Tv
-
October 23, 2019
0
କଟକ:ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ । ଆଜି ଦିନ ୨ଟାରେ ବସିବ ହାଇକୋର୍ଟ ବାର୍ ଆକ୍ସନ କମିଟି ବୈଠକ । ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ହେବ ଆଲୋଚନା ।
ତାଜା ଖବର
sitakanta dash
-
October 23, 2019
0
ରାଉରକେଲା:ଖରିଆବାହାଲ ବସ୍ତିରେ ଥିବା ବେଆଇନ ସ୍କ୍ରାପ ଗୋଦାମରେ ଚଢ଼ଉ । ଗୋଦାମ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ୧୦ ଟ୍ରକ ଚୋରା ସ୍କ୍ରାପ ଜବତ,ପୋଲିସର ତଦନ୍ତ ଜାରି ।
ତାଜା ଖବର
sitakanta dash
-
October 23, 2019
0
ଆଜିଠୁ ବିସିସିଆଇରେ ଆରମ୍ଭ ହେବ ଦାଦାଙ୍କ ଦାଦାଗିରି
ଖେଳ
Nandighosha Tv
-
October 23, 2019
0
ନନ୍ଦନକାନନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲୁଟ୍ । ସିସିଟିଭି କ୍ୟାମେରା ଭାଙ୍ଗିବା ସହ ମେସିନ ଟେକିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସର ତଦନ୍ତ ଆରମ୍ଭ ।
ତାଜା ଖବର
sitakanta dash
-
October 23, 2019
0
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ଉତ୍ତରରୁ ଉପକୂଳ ପ୍ରବଳ ବର୍ଷୁଛି । ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।
ତାଜା ଖବର
sitakanta dash
-
October 23, 2019
0
ଡ୍ରୋନରେ କଏଦ ହେଲା ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ୍ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ କ୍ୟାମେରା । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ନେଇ ବ୍ୟାନ୍ ହୋଇଥିଲା । ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ବିନା ଦ୍ୱିଧାରେ ଉଡିଛି ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଓ ଭିତର ବେଢାର ଦୃଶ୍ୟ ।
ତାଜା ଖବର
sitakanta dash
-
October 23, 2019
0
BCCIର ନୂଆ ଟିମ୍ ନେବ ଶପଥ । ଆଜିଠୁ ସୌରଭ ଗାଙ୍ଗୁଲି ସମ୍ଭାଳିବେ BCCI । ଅଧ୍ୟକ୍ଷ ଭାବେ ଔପଚାରିକ ଘୋଷଣା ସହ କାର୍ଯ୍ୟଭାର ନେବେ ।
ତାଜା ଖବର
sitakanta dash
-
October 23, 2019
0
ମାଲକାନଗିରିରେ ଅଭାବନୀୟ ଘଟଣା, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଯୁବକ
ଓଡ଼ିଶା
ମୁଖ୍ୟ ଖବର
Nandighosha Tv
-
October 23, 2019
0
ପଟ୍ଟାମୁଣ୍ଡାଇ : ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଦାଣ୍ଡିସାହି ଗାଁ ର ପିତାମ୍ବର ସାହୁ । ପିତାମ୍ବର ଗତ ୨୧ ତାରିଖରୁ ନିଖୋଜ ଥିଲେ ।
ତାଜା ଖବର
sitakanta dash
-
October 23, 2019
0
1
...
7,902
7,903
7,904
...
7,943
Page 7,903 of 7,943