ପୁରୀ: ଏଏସଆଇ ଟିମର ଶ୍ରୀମନ୍ଦିର ଯାଞ୍ଚ । ଆସନ୍ତା ୧୦ ଦିନ ଭିତରେ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଶେଷ କରାଯିବ । ଗର୍ଭଗୃହ ଭିତରେ...
ଜୟ ଜଗନ୍ନାଥ
କୋରାପୁଟ: ଦୋଳି ଖେଳ ବି ଜୀବନ ନେଇପାରେ । ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି । ଦୋଳି ଖେଳିବାବେଳେ ଚାଲିଗଲା କୁନି ଝିଅର...
ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା...
ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗି ଯାଇଛନ୍ତି ତିନିରଥ । ଆଜି ନୀତିନିର୍ଘଣ୍ଟର ଢେର୍ ପୂର୍ବରୁ ସବୁନୀତି ସଅଳ ଚାଲିଥିଲା ।...
ପୁରୀ: ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ...
ପୁରୀ: ଦୁର୍ଘଟଣା ମୁକ୍ତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତିନି ରଥର ସୁରକ୍ଷା ପାଇଁ ତିନୋଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା...
ପୁରୀ: ସରିଲା ୨ବର୍ଷର ଅପେକ୍ଷା । ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ...
ପୁରୀ: ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି ।...
ପୁରୀ: ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର । ଫଳ ଖାଇ ସୁସ୍ଥ ହେବେ ଅସୁସ୍ଥ ଦିଅଁ । ଅଣସରର ନବମୀ ତିଥିରେ ଫଳ ଭାର ଆଣିଛନ୍ତି...
ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କର ପୁଷ୍ପ ବେଶ ସ୍ୱତନ୍ତ୍ର ତଥା ଅନନ୍ୟ । ପ୍ରାଚୀନ ସମୟରୁ ଶ୍ରୀବିଗ୍ରହମାନଙ୍କ ଦୈନଦିନ ବିଭିନ୍ନ ପ୍ରକାର ପୁଷ୍ପାଳଙ୍କାରେ...